September 21, 2024

THE LANDS OF MINERALS & MINING FROM CANADA TO INDIA AND ODISHA| Sunday Guest Lecture |Aveti Learning

Author: Aveti Learning via YouTube
Go to Source

#AvetiLearning#WorldFunFactsOdia#AvetiCrashCourse

ତୁମେ ଜାଣ, ଭାରତ ଓ କାନାଡ଼ା ମଧ୍ୟରେ କେଉଁ କେଉଁ ସାମଞ୍ଜସ୍ୟତା ରହିଛି ?

ଏହି ଦୁଇଟି ଦେଶ ତାପମାତ୍ରା, ଲୋକସଂଖ୍ୟା ଓ ଆକାର ଆଦି ବିଷୟରେ ପରସ୍ପରଠାରୁ ଭିନ୍ନ ହେଲେ ମଧ୍ୟ ଦୁଇଟି ଦେଶ ମଧ୍ୟରେ କିଛି ସମାନତା ମଧ୍ୟ ରହିଛି, ଯେପରି – ଖଣିଜ ପଦାର୍ଥ ।

ଆଜି ରାତି ନଅଟାରେ ଭେଟନ୍ତୁ କାନାଡ଼ାରେ ଜୀବନ ଅତିବାହିତ କରୁଥିବା ଆମର ଏ ସପ୍ତାହର ଅତିଥି ଶ୍ରୀଯୁକ୍ତ ଯତୀନ୍ଦ୍ର ନାଥ କାନୁନଗୋଙ୍କୁ ଓ ଜାଣନ୍ତୁ ଖଣି ଓ ଖଣିଜ ପଦାର୍ଥ ବାବଦରେ ଅନେକ କିଛି ନୂଆପୁରୁଣା କଥା।

📞ଅଧିକ ଜାଣିବା ପାଇଁ-Whatsapp କରନ୍ତୁ – https://wa.me/917894040614?text=CC_Interested
Aveti Telegram group join କରନ୍ତୁ – https://t.me/avetilearning
👉 Download Aveti Learning App-https://bit.ly/39YkUrv

Homework କୁ Mobile App ରେ କିପରି Submit କରିବେ-https://bit.ly/3eBFMIo

👉 Like Our FB Page -https://bit.ly/AvetiLearningApp

👉Follow on Instagram – https://bit.ly/2zLPKaK

👉Follow on Twitter- https://bit.ly/3csaPnC

Go to Source