April 24, 2024
Baji Rout :Unforgettable Story of the Odia Hero | ବାଜି ରାଉତ ଓଡିଆ ପୁର ଅଭୁଲା କାହାଣୀ | Aveti Learning

Baji Rout :Unforgettable Story of the Odia Hero | ବାଜି ରାଉତ ଓଡିଆ ପୁର ଅଭୁଲା କାହାଣୀ | Aveti Learning

Baji Rout :Unforgettable Story of the Odia Hero | ବାଜି ରାଉତ ଓଡିଆ ପୁର ଅଭୁଲା କାହାଣୀ | Aveti Learning

Author: Aveti Learning via YouTube
Go to Source
Baji Rout :Unforgettable Story of the Odia Hero | ବାଜି ରାଉତ ଓଡିଆ ପୁର ଅଭୁଲା କାହାଣୀ | Aveti Learning

#AvetiLearning#bajiRout
ବାଜି ରାଉତ : ଓଡିଆ ପୁର ଅଭୁଲା କାହାଣୀ ! ଭୁବନ ଗ୍ରାମର ୧୨ ବର୍ଷର ପିଲା ବାଜି ରାଉତର ଅଦ୍ଭୁତ ସାହସିକ କାହାଣୀ ଆମମାନଙ୍କ ପାଇଁ ଓ ଆମର ଆଗାମୀ ପିଢିମାନଙ୍କ ପାଇଁ ଏକ ପ୍ରେରଣାର ସ୍ରୋତ । ପଢାବହିରୁ ଜାଣିଥିବା ଗଡଜାତ ଆନ୍ଦୋଳନରେ ବାଜି ଓ ଅନ୍ୟ ଛୋଟ ପିଲାଙ୍କର ପ୍ରଭୃତ ଯୋଗଦାନ ଓ ଅଦ୍ଭୁତ ଦେଶପ୍ରେମ ବିଷୟରେ ଜାଣିବା ଏବେ ସବୁ ଓଡିଆ ପିଲାଙ୍କର ଏକ କର୍ତ୍ତବ୍ୟ ଏବଂ ଆବଶ୍ୟକତା । Aveti Learning YouTube ପରିବାର ତରଫରୁ ପ୍ରସ୍ତୁତ କରାଯାଇଛି ବାଜି ରାଉତଙ୍କ ଉପରେ ଆଧାରିତ ସମ୍ପୂର୍ଣ୍ଣ କାର୍ଟୁନ୍‌-ଆନିମେଟେଡ୍ ବୃତ୍ତଚିତ୍ର । ଶେଷ ଯାଏଁ ଦେଖନ୍ତୁ ଓ ଜାଣନ୍ତୁ ସମ୍ପୂର୍ଣ୍ଣ ସତ୍ୟତା ଏବଂ ଶେୟାର୍ କରନ୍ତୁ ନିଜର ସମସ୍ତ ବନ୍ଧୁମାନଙ୍କ ସହ ।

Baji Rout : Unforgettable Story of the Odia Hero ! Baji Raut, a 12-year-old boy from Bhuban village of Odisha, is an inspiration to us and our future generations. We get to know about Baji Rout and his story from the textbooks. Now It is the duty and necessity of all Odia children to know the background story of Prajamandal Andolan and the participation of Baji and other small children in the revolution, about which the textbooks mention a little. Here, Aveti Learning YouTube family presents a fully animated Cartoon-documentary based on Baji Rout and his Supreme Sacrifice. Watch it till the end and share with all your friends and relatives.

© Copyright Aveti Learning Pvt. Ltd. All Rights Reserved.

Disclaimer – video is for educational purposes only.

Copyright Disclaimer Under the Copyright Act 1976, allowance is made for "fair use" for purposes such as criticism, comment, news reporting, teaching, scholarship, and research. Fair use is a use permitted by copyright statutes that might otherwise be infringing. Non-profit, educational, or personal use tips the balance in favor of fair use.

Go to Source