April 16, 2024
Cyclone Yaas is here but not forever | Aveti Parivaar |

Cyclone Yaas is here but not forever | Aveti Parivaar |

Cyclone Yaas is here but not forever | Aveti Parivaar |

Author: Aveti Learning via YouTube
Go to Source
Cyclone Yaas is here but not forever | Aveti Parivaar |

#AvetiLearning
Stay safe and sound. Tough times will be over soon and we will come back stronger than ever.

ମେ’ ୨୬ ତାରିଖରେ, ଭୀଷଣ ସାମୁଦ୍ରିକ ବାତ୍ୟା ‘ୟଶ୍’ ସ୍ଥଳଭାଗ ଛୁଇଁବାର ପାଣିପାଗ ସୂଚନା ରହିଛି । ତେଣୁ ବିଦ୍ୟୁତ ସରବରାହ ଯୋଗାଯୋଗରେ ଅସୁବିଧା ଓ ଅନ୍ୟ ବିପଦଶଙ୍କୁଳତା ହେତୁ ଆଭେତି ଲର୍ଣ୍ଣିଂ ପକ୍ଷରୁ ସମସ୍ତ ଅନଲାଇନ ଲାଇଭ କ୍ଳାସ ଓ ପ୍ରୋଗ୍ରାମକୁ ମେ’ ୨୬ ତାରିଖ ପାଇଁ ବାତିଲ କରିଦିଆଯାଉଛି । ମେ’ ୨୭ ତାରିଖରେ ସମସ୍ତ କ୍ଳାସ ପୁଣିଥରେ ପୂର୍ବପରି ଆରମ୍ଭ କରିଦିଆଯିବ କିମ୍ବା ଝଡର ସୂଚନା ଓ ଅବସ୍ଥା ଅନୁଯାୟୀ ଆଭେତି ପରିବାର ତରଫରୁ ଅନ୍ୟ ଏକ ଘୋଷଣା ମାଧ୍ୟମରେ ସୂଚନା ପ୍ରଦାନ କରାଯିବ । ସମସ୍ତେ ଘରେ, ନିରାପଦରେ ଏବଂ ପରମ ସୁସ୍ଥତାରେ ରୁହନ୍ତୁ ।

Go to Source